କଂକ୍ରିଟ ରାସ୍ତା ଉପରେ ପୁଣି ଥରେ କଂକ୍ରିଟ ରାସ୍ତ ନିର୍ମାଣ ଚାଲିଛି । ଅର୍ଥାତ ରାସ୍ତା ନ ଥିବା ରାସ୍ତାର ହେଉନାହିଁ ରାସ୍ତା ନିର୍ମାଣ । ଚଞ୍ଚକତା କରି ଭଲ ରାସ୍ତାରେ ପୂନର୍ବାର ରାସ୍ତା ନିର୍ମାଣ କରି କରାଯାଉଛି ବିଲ୍ ପାସ୍ । ଭଦ୍ରକ ପୌରପାଳିକା 7 ନମ୍ବର ଓ୍ବାର୍ଡ଼ର ବଙ୍ଗାଳି ସାହିରେ ଏକ ରାସ୍ତା କାମକୁ ନେଇ ଦେଖାଦେଇଛି ବିବାଦ।
#ArgusNews #Odisha #Bhadrak #RoadIssue #Roadproblem